ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ: କିଏ ହେ‌ବେ ମେୟର ପ୍ରାର୍ଥୀ?

ଭୁବନେଶ୍ୱର : ବିଏମ୍‌ସି ନିର୍ବାଚନରେ ବିଜେଡିର ମେୟର ପ୍ରାର୍ଥୀ କିଏ? ବିଜେପି ଓ କଂଗ୍ରେସ ଦଳ କାହାକୁ ପ୍ରାର୍ଥୀ କରିବେ? ଅନ୍ୟ କୌଣସି ରାଜନୈତିକ ଦଳ ମେୟର ପଦବି ଲାଗି ପ୍ରାର୍ଥୀ ଦେବେ ନା ସମର୍ଥନ ଜଣାଇବେ? ସ୍ବାଧୀନ ଭାବେ କୌଣସି ନାରୀନେତ୍ରୀ ମଇଦାନକୁ ଓହ୍ଲାଇବେ କି? କୌଣସି ବି ରାଜନୈତିକ ଦଳ ଏପର୍ଯ୍ୟନ୍ତ ମେୟର ପ୍ରାର୍ଥୀ ଘୋଷଣା କରିନାହାନ୍ତି। ନିର୍ବାଚନ ଘୋଷଣାର ଯଥେଷ୍ଟ ପୂର୍ବରୁ ବିଭିନ୍ନ ନାମକୁ ନେଇ … Continue reading ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ: କିଏ ହେ‌ବେ ମେୟର ପ୍ରାର୍ଥୀ?